Jump to content

ଶ୍ୟାବ ଦନ୍ତ

ଉଇକିଅଭିଧାନ‌ରୁ

ଶ୍ୟାବ ଦନ୍ତ

ଉଚ୍ଚାରଣ

[ସମ୍ପାଦନା]
(ଶ୍ୟାବଦନ୍ତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମାଧା; ଶ୍ୟାବ= କଳା ଓ ମାଟିଆ +ଦନ୍ତ)

[ସମ୍ପାଦନା]

ଉପର ପାଟିର ଛାମୁଦାନ୍ତ ମଧ୍ୟରେ ଉଠିବା ଦାନ୍ତ; ବାହାଡ଼ା ଦାନ୍ତ —The tooth coming out between the two front teeth of the upper jaw; redundant tooth.

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ବାହାଡ଼ାଦାନ୍ତିଆ — (A person) Having redundant tooth.