ଶ୍ୟାମକାଣ୍ଡା
ଦେଖଣା
ଶ୍ୟାମକାଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୟାମକାଣ୍ଡା
(ଶ୍ୟାମଗ୍ରନ୍ଥି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -(ବୈଦ୍ୟକ)
[ସମ୍ପାଦନା]ଗଣ୍ଡଦୁର୍ବା; ଗଣ୍ଠିଦୂବ; ଏକପ୍ରକାର ଘାସ —Creeping cynoden; Dectylon Cynoden.
[ଦ୍ରଷ୍ଟବ୍ୟ — ଏହା ମଧୁର ତିକ୍ତ, କଷାୟରସ, କଟୁ ବିପାଳ, ଶୀତଳ, ଲଘୁ, ମଳରୋଧକ, ଲୌହଦ୍ରାବକ୍ ଏହା ବାତ, ପିତ୍ତ, ଜ୍ୱର ,ସନ୍ନିପାତ, ଭ୍ରମ, ତୃଷ୍ଣା , ଦାହ କଫ, ରକ୍ତ ଓ କୁଷ୍ଠ ରୋଗରେ ଉପ କାରକ]