Jump to content

ଶ୍ୟାମପର୍ଣ୍ଣୀ

ଉଇକିଅଭିଧାନ‌ରୁ

ଶ୍ୟାମପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ଚାହା —Tea; Theachensis

[ଦ୍ରଷ୍ଟବ୍ୟ — ଏହାର ପତ୍ରର ଫାଣ୍ଟ କଫଘ୍ନ, ସ୍ୱେଦଜନକ, ବଳବର୍ଦ୍ଧକ, ଜ୍ୱରଘ୍ନ, କାମଦୀପକ, କାଶନିବାରକ, ଅଗ୍ନି— ଦୀପକ, ଜଡ଼ତାନାଶକ]