ଶ୍ୟାମଳ
ଦେଖଣା
ଶ୍ୟାମଳ
ଉଚ୍ଚାରଣ
[ସମ୍ପାଦନା](ଶ୍ୟାମଳା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ— (ଶ୍ୟାମ=କୃଷ୍ଣବର୍ଣ୍ଣ+ଅଛି ଅର୍ଥରେ ଳ)
[ସମ୍ପାଦନା]- ୧. ଶ୍ୟାମବର୍ଣ୍ଣବିଶିଷ୍ଟ —୧. Of dark colour.
- ୨. ଯାହାର ଦେହରେ ବର୍ଣ୍ଣ କଳା — ୨. Dark complexioned; dark-skinned.
- ୩. କଳା —୩. Black.
- ୪. ନେଳୀ —୪. Blue.
- ୫. ଶାଗୁଆ —୫. Green.
ବିଶେଷ୍ୟ -
[ସମ୍ପାଦନା]- ୧. କୃଷ୍ଣବର୍ଣ୍ଣ — ୨. Deep blue colour.
- ୩. ନେଳୀ ରଙ୍ଗ — ୩. Blue colour.
- ୪. ଶାଗୁଆବର୍ଣ୍ଣ —୪. Green colour; verdnnt green.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୁକ ପକ୍ଷୀ —୧. Parrot.
- ୨. ଶ୍ୟାମପକ୍ଷୀ (ଦେଖ) - — ୨. Ṡyāmāpakhī (See)
[ଉ— ଶୁଭ ହେବ ଆଣି ଶ୍ୟାମଳ ପୋଷ—ଅଭିମନ୍ୟୁ ବିଦଗ୍ଚିନ୍ତାମଣି]
- ୨. କାମଦେବ —୨. The God Cupid.
[ଉ— ତମ ଶ୍ୟାମଳ ଘୋଟିଲା ଏ ଦର ଜନମ —ଭଞ୍ଜ କୋଟିବ୍ରହ୍ମଣ୍ଡ ସୁନ୍ଦରୀ]