ଶ୍ୟାମଳେଇବା
ଦେଖଣା
ଶ୍ୟାମଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି— (ସଂସ୍କୃତ - ଶ୍ୟାମଳ)
[ସମ୍ପାଦନା]- ୧. ମସୃଣ କରିବା — ୧. To smoothen.
- ୨. ବାଳକୁ କୁଣ୍ଡାଇଚିକ୍ଣ କରିବା — ୨. To comb and make up the hair glossy and dark
- ୩. କୋମଳ ଓ ଚାଟୁକଥାଦ୍ୱାରା ମୁଗ୍ଧ କରିବା; ସାକୁଲେଇବା —୩. To charm a person by oil words and flattery
- ୪. ଗେହ୍ଲା କରିବା —୪. To pet a person, to fondle.