Jump to content

ଶ୍ୟାମସୁନ୍ଦର ରାଜଗୁରୁ

ଉଇକିଅଭିଧାନ‌ରୁ

ଶ୍ୟାମସୁନ୍ଦର ରାଜଗୁରୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଗଞ୍ଜାମ ପାରଳାଖେମୁଣ୍ଡୀର ସାହିତ୍ୟଭକ୍ତ ସ୍ୱର୍ଗୀୟ ପଣ୍ଡିତ —A late literary Oriya of parala- <? ?>Kimedi of Ganjam.

[ଦ୍ରଷ୍ଟବ୍ୟ — ଏ ମହାଶୟ ବିଶେଷ୍ୟ - ଏ, ପାଶ୍ କରିଥିଲେ ଓ ଗଭୀର ଗବେଷଣାପୂର୍ବକ ଓଡ଼ିଆ , ଭାଷା ସାହିତ୍ୟ ଓ ଛନ୍ଦ ସମ୍ୱନ୍ଧେ ଅନେକ ପ୍ରବନ୍ଧ ରଚନା କରି ଥିଲେ, ପାରଳାଖେମୁଣ୍ଡିର ସାହିତ୍ୟନିଷ୍ଠ ସ୍ୱର୍ଗୀୟ ରାଜକୁମାର ପଦ୍ମନାଭ ନାରାୟଣଦେବ (ସେକଣ୍ଡପ୍ରିନ୍ନସ)ଙ୍କ ଗୃହଶିକ୍ଷକ ଓ ଅଭିଭାବକ ଥିଲେ ୧୯୨: ସାଲରେ ଗଞ୍ଜାମରେ ଉଜ୍ଜଳୀୟମାନଙ୍କ ପ୍ରଥମ ଜାତୀୟ ସମ୍ମେଳନରେ ଏ ସଭାପତି ହୋଇଥିଲେ ଏଜାତିରେ ଓଡ଼ିଆ ବ୍ରାହ୍ମଣଥିଲେ]