Jump to content

ଶ୍ୟାମାକାନ୍ତ ବନ୍ଦୋପାଧ୍ୟାୟ

ଉଇକିଅଭିଧାନ‌ରୁ

ଶ୍ୟାମାକାନ୍ତ ବନ୍ଦୋପାଧ୍ୟାୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବଙ୍ଗଦେଶର ସ୍ୱର୍ଗୀୟ ପ୍ରସିଦ୍ଧ ମଲ୍ଲ — Name of a famous athlete of Bengal

[ଦ୍ରଷ୍ଟବ୍ୟ — ଏତକ୍କା ଜିଲ୍ଲାର ବିକ୍ରମପୁରପରେ ଖ୍ରୀ ୧୮୫୮:ରେ ଜନ୍ମ ହୋଇଥିଲେ ଏ ବାଲ୍ୟକାଳରୁ ବ୍ୟାୟାମପ୍ରିୟ ହୋଇ ବନ୍ୟ ହିଂସ୍ରଜନ୍ତୁ ମାନଙ୍କୁ ମଧ୍ୟ ବଶ କରିପାରୁ ଥିଲେ ଏ ନିଜେ ସର୍କସ୍ ଦଳ ସୃଷ୍ଟି କରିଥଲେ ଓ ଏପରି ବଳୁଆ ଥିଲେ ଯେ ତାଙ୍କ ଛାତି ଉପରେ ୧ ମହଣର ପଥରକୁ ହାତୁଡ଼ିରେ ବାଡ଼େଇ ଚୂନା କରା ଯାଉଥିଲା ୫ ବର୍ଷ ବୟସରେ ସେ ବ୍ୟାୟାମ ଆଦି ଛାଡ଼ି ତୀର୍ଥ ଭ୍ରମଣ କଲେ ଜଣେ ପ୍ରସିଦ୍ଧ ସନ୍ୟାସୀ (ତିବତୀବାବା, ପୁଙ୍ଗୀବାବା; ହାକିମ ସାହେବ ଆଦି ନାମରେ ଭିନ୍ନ ଭିନ୍ନ ଦେଶରେ ପରିଚିତ) ଏହାଙ୍କୁ ଶିଷ୍ୟରୂପରେ ଗ୍ରହଣ କରି ଏହାଙ୍କୁ ସୋଽହଂ ସ୍ୱାମୀ ନାମ ଦେଲେ ଏ ବେଦାନ୍ତ ବିଷୟକ ଖଣ୍ଡେ ବଙ୍ଗଳା ଗ୍ରନ୍ଥ ରଚନା କରିଥିଲେ ଓ ବାନପ୍ରସ୍ଥ ଅବଲମ୍ୱନ କରି ଥିଲେ]