ଶ୍ୟାମା ତ୍ରିବୃତ୍
ଦେଖଣା
ଶ୍ୟାମା ତ୍ରିବୃତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୟାମା ତ୍ରିବୃତ୍
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କଳା ତିହୁଡ଼ି; କୁଷ୍ଣତ୍ରିବୃତ୍ତ ଲତା — A variety of Ipomoa Turpethum creeper.
[ଦ୍ରଷ୍ଟବ୍ୟ — ଏହା ଧଳା ତିହୁଡ଼ି ଅପେକ୍ଷା ହୀନ ଗୁଣବିଶିଷ୍ଟ; କିନ୍ତୁ ତୀବ୍ର, ବିରେତକ ଏବଂ ଦାହ ,ମୁର୍ଚ୍ଛା ମତ୍ତତା, ଭ୍ରାନ୍ତି କଣ୍ଠଶୋଷ ଆଦି ଉପଦ୍ରବକାରକ କେହି କେହି କହନ୍ତି ରକ୍ତ ତିହୁ଼ଡ଼ିର ମୂଳକୁ ଶ୍ୟାମାତ୍ରବୃତ୍ତ ବୋଲାଯାଏ]