Jump to content

ଶ୍ୟାମିକା

ଉଇକିଅଭିଧାନ‌ରୁ

ଶ୍ୟାମିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଶ୍ୟାମ+କ+ଆ)

[ସମ୍ପାଦନା]
୧. ଶ୍ୟାମଳତା; ଶ୍ୟାମାବର୍ଣ୍ଣ ୧. Deep blue colour.
୨. ମାଳିନ୍ୟ — ୨. Paleness; discoloration; filthiness dirtiness.

[ଉ— ତୁମ୍ଭପରି ଶ୍ୟାମିକାର ରେଖା ଏ ନିକଷେ, ପଡ଼ିବାର ଲେଖିନାହିଁ ବିଧି କେଉଁକାଳେ ରାଧାନାଥ ମହାଯାତ୍ରା]

୩. କୃଷ୍ଣତ୍ୱ —୩. Blackness.
୪. ଧାତୁ ଆଦିର ଖାଦ —୪. The dross of metals.
୫. ଧାତୁର ମଳ- —୫. Scorie of metals.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭେଲ ବା ପଡ଼ିଆ ସୁନା — Mised gold.