ଶ୍ୟାମ ବୀଜ
କଳାଦାଗ; ନୀଳ କମଳ ଲଟା; ଲତାବିଶେଷ —Ipomoea Hedaracea.
[ଦ୍ରଷ୍ଟବ୍ୟ — ଏହାର ନୀଳବର୍ଣ୍ଣ ଫୁଲ ପାଇଁ ଶୀତକାଳରେ ଲୋକେ ଏହାକୁ ରୁଅନ୍ତି ଏହାର ବୀଜ ରେଚକ ଔଷଧ ଏହା ରେଚକ, ଶୋଥ, ଜ୍ୱର , ମଳବଦ୍ଧତା ଓ ଦାରୁଣ ଶିରୋରୋଗରେ ଉପକାରୀ