Jump to content

ଶ୍ୟାଳ

ଉଇକିଅଭିଧାନ‌ରୁ

ଶ୍ୟାଳ

ଉଚ୍ଚାରଣ

[ସମ୍ପାଦନା]

(ଶ୍ୟାଳକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ— (ଶ୍ୟେ ଧାତୁ= ଗମନ କରିବା+ କର୍ତ୍ତୃ. ଆକ; ଯେ ପରିହାସାର୍ଥ ଗମନ କରେ)

[ସମ୍ପାଦନା]

ଶଳା; ପତ୍ନୀଙ୍କ ଭ୍ରାତା — Wife's brother.

୨. ଭଗିନୀପତି; ଭିଣୋଇ; (ବ୍ରହ୍ମବୈବର୍ତ୍ତ ପୁରାଣ) — One's Sister's husband.