Jump to content

ଶ୍ୱଃ ଶ୍ରେୟଃ

ଉଇକିଅଭିଧାନ‌ରୁ

ଶ୍ୱଃ ଶ୍ରେୟଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(କର୍ମଧା , ଶ୍ୱଃ=ଶୋଉନ; ସୁନ୍ଦର +ଶ୍ରେୟସ୍= ମଙ୍ଗଳ; ଶ୍ୱଃଶ୍ରେୟସ୍ ୧ମା. ୧ବ

[ସମ୍ପାଦନା]
୧. ମଙ୍ଗଳ; ଶୁଭ; କଲ୍ୟାଣ —୧. Wellbeing; welfare.
୨. ସୁଖ —୨. Bliss; happiness; pleaure.
୩. ସୌଭାଗ୍ୟ —୩. Prosperity ; good fortune.
୪. ପରମାତ୍ମା —୪. The Holy Spirit; the Divinje Essence in man The God in man and the man in God.