ଶ୍ୱଃ ଶ୍ରେୟସ
ଦେଖଣା
ଶ୍ୱଃ ଶ୍ରେୟସ
ଉଚ୍ଚାରଣ
[ସମ୍ପାଦନା](ଶ୍ୱଃ ଶ୍ରେୟସୀ—ସ୍ତ୍ରୀ)
[ଶ୍ୱଃ ଶ୍ରେୟଃ—କ୍ଲୀ]
ସଂସ୍କୃତ - ବିଶେଷଣ - (ଶ୍ୱଃ ଶ୍ରେୟସ୍ ଶବ୍ଦ+ଅ)
[ସମ୍ପାଦନା]- ୧. କଲ୍ୟାଣୀ; ସୌଭାଗ୍ୟଯୁକ୍ତ —୧. Fortunate; lucky; prosperous; blissful.
- ୨. ସୁଖୀ —୨. Happy.
ସଂସ୍କୃତ - ବି
[ସମ୍ପାଦନା]ଶ୍ୱଶ୍ରେୟସି (ଦେଖ) - — ṡwah ṡreys (See).