Jump to content

ଶ୍ୱଗ୍ରହ

ଉଇକିଅଭିଧାନ‌ରୁ

ଶ୍ୱଗ୍ରହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବାଳଗ୍ରହ ବିଶେଷ —A kind of infantile disease.

[ଦ୍ରଷ୍ଟବ୍ୟ — ଏ ଗ୍ରହଦ୍ୱାରା ଆକ୍ରାନ୍ତ ହେଲେ ଶିଶୁର କମ୍ପ, ରୋମହଷ, ସ୍ୱେଦ, ନିମୀଳିତ ଚକ୍ଷୁ ବହିରାୟାମ, ଧନୁସ୍ତମ୍ଭ, ଜିହ୍ୱାଦଂଶନ, ଅନ୍ତ୍ର ଓ କଣ୍ଠ କୂକନ,

ଅତିଶୟ ସ୍ପନ୍ଦନ , ଗାତ୍ରରେ ବିଷ୍ଠାର ଗନ୍ଧ ଏବଂ କୁକୁରପରି କ୍ରନ୍ଦନ ହୁଏ— ବିଶ୍ୱକୋଷ]