ଶ୍ୱଦନ୍ତ
ଦେଖଣା
ଶ୍ୱଦନ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(୬ଷ୍ଠୀ ତତ; ଶ୍ୱନ୍=କୁକୁର+ଦନ୍ତ; ପ୍ରାଣୀମାନଙ୍କର ଯେଉଁ ଦନ୍ତ କୁକୁର ଦାନ୍ତପରି ତୀକ୍ଷ୍ଣ ଓ ମୁନିଆ)
[ସମ୍ପାଦନା]ମନୁଷ୍ୟାଦି ପ୍ରାଣୀଙ୍କର ଉପରେ ଓ ତଳ ପାଟିର ଥିବା ମୁନିଆଁ ଦାନ୍ତ; ଶୌବନ ଦନ୍ତ —Canine teeth; Dentes Canine.
[ଦ୍ରଷ୍ଟବ୍ୟ —ଏହି ଦାନ୍ତର ସଂଖ୍ୟା ୪ ଗୋଟି ଉପର ପାଟିର ଓ ତଳ ପାଟିରେ ଡ଼ାହାଣ ଓ ବାଆଁ ପାଖରେ ଛାମୁଦାନ୍ତ ଓ କଳଦାନ୍ତ ମଝିରେ ଥିବା ଗୋଟିଏ ଲେଖାଏଁ ମୁନିଆଁ ଓ ଦାଢୁଆ ଦାନ୍ତ ଏହି ଦାନ୍ତଦ୍ୱାରା ଜୀବ ଖାଦ୍ୟବସ୍ତୁର କାଟିପାରେ ଓ ଅଟକାଇ ଧରିପାରେ]