ଶ୍ୱଧର୍ତ୍ତି
[ଶ୍ୱଧୂର୍ତ୍ତା—ସ୍ତ୍ରୀ]
ଶୃଗାଳ; ବିଲୁଆ —Jackal.
[ଦ୍ରଷ୍ଟବ୍ୟ — ବିଲୁଆମାନଙ୍କ ଧୁର୍ତ୍ତିତା ସବୁ ଦେଶରେ ପ୍ରବାଦ— ପ୍ରସିଦ୍ଧ ଅଟେ]