ଶ୍ୱନିଶ
ଦେଖଣା
ଶ୍ୱନିଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ମ. ପ. ଲୋ; ଶ୍ୱନ୍ ଶଦ୍ଦ= କୁକୁର+ନିଶା; କୁକୁରମାନଙ୍କ ଚିତ୍କାରଯୁକ୍ତା ନିଶା)
[ସମ୍ପାଦନା]ଯେଉଁ ରାତିରେ କୁକୁରମାନେ ରାତିଯାକ ଭାରି ଚିତ୍କାର କରନ୍ତି — A night in which the dogs of the neighbourhood bark furiously .
[ଦ୍ରଷ୍ଟବ୍ୟ — ଦିନେ ଦିନେ ରାତିରେ ସହଚରେ ଓ ମଫସଲରେ କୌଣସି କୌଣସି କାରଣରୁ ସାହୀର କୁକୁରମାନେ ରାତିରେ ଏଣେ ତେଣେ ଦଉଡ଼ନ୍ତି ଓ ଅଧୀର ହୋଇ ଭୁକନ୍ତି ତହିଁଆରେ ଦିନ ଲୋକେ ଅନୁମାନ କରନ୍ତି ଯେ, ଗତ ରାତିରେ ଚୋର, ବାଘ, ହେଟା, ବା ବିଲୁଆ କେହି ଏ ସ୍ଥାନକୁ ଆସିଥିଲେ]