Jump to content

ଶ୍ୱନିଶା

ଉଇକିଅଭିଧାନ‌ରୁ

ଶ୍ୱନିଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶ୍ୱନ୍ ଶଦ୍ଦ= କୁକୁର+ନିଶା;l କୁକୁରମାନଙ୍କ ଚିତ୍କାରଯୁକ୍ତା ନିଶା)

[ସମ୍ପାଦନା]

ଯେଉଁ ରାତିରେ କୁକୁରମାନେ ରାତିଯାକ ଭାରି ଚିତ୍କାର କରନ୍ତି — A night in which the dogs of the neighbourhood bark furiously .

[ଦ୍ରଷ୍ଟବ୍ୟ — ଦିନେ ଦିନେ ରାତିରେ ସହଚରେ ଓ ମଫସଲରେ କୌଣସି କୌଣସି କାରଣରୁ ସାହୀର କୁକୁରମାନେ ରାତିରେ ଏଣେ ତେଣେ ଦଉଡ଼ନ୍ତି ଓ ଅଧୀର ହୋଇ ଭୁକନ୍ତି ତହିଁଆରେ ଦିନ ଲୋକେ ଅନୁମାନ କରନ୍ତି ଯେ, ଗତ ରାତିରେ ଚୋର, ବାଘ, ହେଟା, ବା ବିଲୁଆ କେହି ଏ ସ୍ଥାନକୁ ଆସିଥିଲେ]