ଶ୍ୱପଦ
ଦେଖଣା
ଶ୍ୱପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ୍)
[ସମ୍ପାଦନା]କୁକୁରର ପାଦ ଆକାରର ଚିହ୍ନ — A mark resembilng a dog's foot.
[ଦ୍ରଷ୍ଟବ୍ୟ — ମନୁ (୯୨୩୭: )ରେ ଅଛି ଯେ ତପ୍ତ ଲୌହଦ୍ୱାରା ଗୁରୁତଳ୍ପଗ ଅପରାଧୀର ଲଲାଟ ଦେଶରେ ଭଗଚିହ୍ନ ସୁରାପାୟୀର ଲଲାଟପରେ ସୁରାପାତ୍ର ଚିହ୍ନ, ଚୋରର ଲଲାଟରେ କୁକୁରର ପାଦଚିହ୍ନ ଓ ବ୍ରହ୍ମହାର ଲଲାଟରେ ମସ୍ତକହୀନ ପୁରୁଷର ଚିହ୍ନ ରାଜାଜ୍ଞାରେ ଲାଞ୍ଚ ହେବ]