Jump to content

ଶ୍ୱପାକ

ଉଇକିଅଭିଧାନ‌ରୁ

ଶ୍ୱପାକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି (ଶ୍ୱନ୍+ପାକ; କୁକୁରର ମାଂସ ରାନ୍ଧି ଭୋଜନକାରୀ ଜାତି)

୧. ଚଣ୍ଡାଳ —୧. Lowest sweep er caste.
୨. ବ୍ୟାଧ —୨. Hunter.

[ଦ୍ରଷ୍ଟବ୍ୟ — ମନୁ (୧ ୧୯: )ରେ ଅଛି,ଯେ ଏ ଜାତି କ୍ଷତ୍ତା (ଶୂଦ୍ର+ କ୍ଷତ୍ରିୟା ଜାତ) ପିତା ଓ ଉଗ୍ରା (କ୍ଷତ୍ରୀୟ+ଶୂଦ୍ରା ଜାତା) ମାତାଙ୍କଠାରୁ ଉତ୍ପନ୍ନ]