ଶ୍ୱବାନ୍
କ୍ରୀଡ଼ା ପାଇଁ ଯେ କୁକୁର ପୋଷନ୍ତି (ବିଶ୍ୱକୋଷ) —Persons rearings dogs for sport.
[ଦ୍ରଷ୍ଟବ୍ୟ — ମନୁ (୪ ୨୧୬: ) ଲେଖି ଅଛନ୍ତି ଯେ, ଏମାନଙ୍କ ଘରେ ଅନ୍ନଭୋଜନ ନିଷିଦ୍ଧ]