Jump to content

ଶ୍ୱବୃତ୍ତି

ଉଇକିଅଭିଧାନ‌ରୁ

ଶ୍ୱବୃତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(୬ଷ୍ଠୀ ତତ୍; ଶ୍ୱନ୍+ବୃତ୍ତି)

[ସମ୍ପାଦନା]
୧. ଶ୍ୱାନବୃତ୍ତି; ପରର ଭୁକ୍ତାବଶେଷ ବା ଅଇଁଠା ଖାଇବା ବୃତ୍ତି — ୧. Living on the leavings off of another's meal.
୨. ଦାସବୃତ୍ତି' ଦାସତ୍ୱ; ପରପାଖେ ଚାକିରି — ୨. Servitude ; slavery (lit a dog's life)
୩. (ବହୁବ୍ରୀହି) ପରୋନ୍ନୋପକଜୀବୀ —୩. A toady; a hanger on.