ସଂସ୍କୃତ - ବିଶେଷ୍ୟ -[୬ଷ୍ଠୀ ତତ୍]
[ସମ୍ପାଦନା]
ଖାଦ୍ୟରୂପେ ବ୍ୟବହୃତ କୁକୁର ମାଂସ —Dog's meat.
[ଦ୍ରଷ୍ଟବ୍ୟ — ଶାସ୍ତ୍ର ଅନୁସାରେ କୁକୁର ମାଂସ ଭୋଜନ ନିଷିଦ୍ଧ ହେଲେହେଁ ମନୁ (୧ ୨: )ରେ ଲେଖା ଅଛି ଯେ, ବାମଦେବ ଋଷି ସାତିଶୟ କ୍ଷୁଧାର୍ତ୍ତ ହୋଇ କୁକୁର ମାଂସ ଖାଇ ପ୍ରାଣ ରଖା କରି ଥିବାରୁ ପାପଭାଗୀ ହୋଇ ନ ଥିଲେ]