ଶ୍ୱଶୁର

ଉଇକିଅଭିଧାନ‌ରୁ

ଶ୍ୱଶୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ଶ୍ୱଶ୍ର—ସ୍ତ୍ରୀ]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ— (ଶୂ=ମାନ୍ୟାର୍ଥକ ଅବ୍ୟୟ+ଅଶ୍ ଧାତୁ= ବ୍ୟାପିବା+କର୍ତ୍ତୃ. ଉର; ନିପାତନ; ସର୍ବଥା ସମ୍ମାନ ନୀୟ ବ୍ୟକ୍ତି—ତୁଳନା କର— ଲାଟିନ୍—ସସର)[ସମ୍ପାଦନା]

୧. ଆପଣାର ସ୍ୱାମୀଙ୍କର ବା ଆପଣା ସ୍ତ୍ରୀଙ୍କର ପିତା — ୧. Father-in -law.
୨. ମାନ୍ୟ ବା ପୂଜ୍ୟ ବ୍ୟକ୍ତି —୨. A respectable person; a person deserving respect.