Jump to content

ଶ୍ୱଶୁରାଳୟ

ଉଇକିଅଭିଧାନ‌ରୁ

ଶ୍ୱଶୁରାଳୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡwaṡurāḻaya
  • ଆଇ.ପି.ଏ. — tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo tˌaleboʃʃˈɔ hɾˈɔʃʃoˌukaɾ ɾˈɔ ˈakaɾ ˈl̩ʌ ˈɔj

ସଂସ୍କୃତ - ବି —(୬ଷ୍ଠୀ ତତ୍; ଶ୍ୱଶୁର+ ଆଳୟ)

[ସମ୍ପାଦନା]
୧. (ପୁରୁଷ ପକ୍ଷରେ) ଆପଣା ସ୍ତ୍ରୀଙ୍କ ବାପଘର —୧. a Man's father-in-law's house.
୨. (ସ୍ତ୍ରୀ ପକ୍ଷରେ) ଆପଣାର ସ୍ୱାମୀଙ୍କ ଗୃହ; ଶାଶୁଘର —୨. (A woman's) Husband's house.