Jump to content

ଶ୍ୱଶ୍ରୁ

ଉଇକିଅଭିଧାନ‌ରୁ

ଶ୍ୱଶ୍ରୁ

ଉଚ୍ଚାରଣ

[ସମ୍ପାଦନା]
[ଶ୍ୱଶୁର—ପୁଂ] 

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ —(ଶ୍ୱଶୁର+ସ୍ତ୍ରୀ. ଉ, ନିପାତନ—ତୁଳନାକର ଲାଟିନ୍, ସତ୍ରୁ; ଗୀକ୍ ହେକୁରା)

[ସମ୍ପାଦନା]

ଶାଶୁ; ସ୍ୱାମୀ ବା ସ୍ତ୍ରୀଙ୍କ ମାତା —Mother-in-law.