Jump to content

ଶ୍ୱସନାଶନ

ଉଇକିଅଭିଧାନ‌ରୁ

ଶ୍ୱସନାଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ— (ବହୁବ୍ରୀହି; ଶ୍ୱସନ=ବାୟୁ+ଅଶନ ଖାଦ୍ୟ ଯାହାର)

[ସମ୍ପାଦନା]

ପବନାହାରୀ —Living on air.

ବିଶେଷ୍ୟ -

[ସମ୍ପାଦନା]

ସର୍ପ —serpent.

[ଦ୍ରଷ୍ଟବ୍ୟ — ସର୍ପମାନେ ପବନ ଖାଇ ଜୀବନ ଧାରଣ କରିବାର ପ୍ରବାଦ ଅଛି]