Jump to content

ଶ୍ୱସନ ସୁତ

ଉଇକିଅଭିଧାନ‌ରୁ

ଶ୍ୱସନ ସୁତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଶ୍ୱସନ=ବାୟୁ+ସୁତ; ୬ଷ୍ଠୀ ତତ୍)

[ସମ୍ପାଦନା]

ହନୁମାନ୍ — Hanumān; the son of the wind.

[ଉ— ବସନ ସ୍ଥିତ ଶ୍ୱସନ ସୂତ କଲା ସୁପ୍ରସନ୍ନ ବଦନୀ ଦେବାରେ ସେ— ଭଞ୍ଜ. ବେଦେହୀଶବିଳାସ]