Jump to content

ଶ୍ୱସ୍ (ଧାତୁ)

ଉଇକିଅଭିଧାନ‌ରୁ

ଶ୍ୱସ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ନିଶ୍ୱାସ ମାରିବା — ୧. To breathe.
୨. ଦୀର୍ଘଶ୍ୱାସ ମାରିବା —୨. To sigh; to sob.
୩. ସ୍ତସୁ ଶବ୍ଦ କରିବା —୩. To hiss (Apte)

[ଦ୍ରଷ୍ଟବ୍ୟ — ନି+ ଶ୍ୱସ୍ ଧାତୁ—ବାହାରକୁ 'ନିଶ୍ୱାସ ନେବା — To exhale. ପ୍ର+ଶ୍ୱସ ଧାତୁ=ନିଶ୍ୱାସ ଛାଡ଼ିବା — To inhale. ବି+ଶ୍ୱସ୍ ଧାତୁ—ଆସ୍ଥା କରିବା— To trust; to confide in]