ଶ୍ୱାପଦ
ଦେଖଣା
ଶ୍ୱାପଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଶ୍ୱନ୍+ପଦ ପରି ପଦ ଯାହାର)
[ସମ୍ପାଦନା]- ୧. ଶିକାରୀ ଜନ୍ତୁ; ହିଂସଜନ୍ତୁ; ଯେଉଁ ସବୁ ଜନ୍ତୁ ମାଂସହାର କରି ବଞ୍ଚନ୍ତି; ମାଂସାଶୀ ଜନ୍ତୁ — ୧. Beasts of prey; carnivorous animals.
[ଦ୍ରଷ୍ଟବ୍ୟ — ବିଲୁଆ, କୁକୁର, ବିରାଡି, ନେଉଳ, ସିଂହ ବାଘ, ଭାଲୁ ପ୍ରଭୃତି ଶ୍ୱାପଦ ଶ୍ରେଣୀର ଅନ୍ତର୍ଗତ]
- ୨. ବ୍ୟାଘ୍ର (ଶବ୍ଦରତ୍ନାମାଳା) —୨. Tiger.
ବିଶେଷଣ -
[ସମ୍ପାଦନା]ହିଂସ୍ର — Ferocious.