ଶ୍ୱାପଦମୟ
ଶ୍ୱାପଦ ସଙ୍କୁଳ, ଶ୍ୱାପଦ ସମାକୀର୍ଣ୍ଣ, ଶ୍ୱାପଦାକୀର୍ଣ୍ଣ ଅନ୍ୟରୂପ
ହିଂସ୍ରଜନ୍ତୁ ପୂର୍ଣ୍ଣ; (ଯେଉଁ ଅରଣ୍ୟରେ) ହିଂସ୍ରଜନ୍ତୁ ଅନେକ ଥାଆନ୍ତି —(Forest or place) Full of wild animals; where beasts or prey abound.