Jump to content

ଶ୍ୱାସ ରୁଦ୍ଧ

ଉଇକିଅଭିଧାନ‌ରୁ

ଶ୍ୱାସ ରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ଶ୍ୱାସରୁଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଶ୍ୱାସ ହୋଇଅଛି ରୁଦ୍ଧ ଯାହାର)

[ସମ୍ପାଦନା]
୧. ଯାହାର ନିଶ୍ୱାସ ବନ୍ଦ ହୋଇଅଛି — ୧. Strangulated .
୨. ଯାହାର ଦମ ଅଟକି ଯାଇଅଛି —୨. Out of breath; breathless.