ଶ୍ୱାସ ରୋଧ
ଦେଖଣା
ଶ୍ୱାସ ରୋଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ନିଶ୍ୱାସ ଅଟକିଯିବା ରୋଗ — ୧. Obstruction of breath; suffocation.
- ୨. ଦମ୍ ଅଟକିଯିବା —୨. Being out of breath.
- ୩. କିଛିକ୍ଷଣ ପାଇଁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ କରିବା —୩. Restraining of respiration for a time.
- ୪. ସାଧନାଦ୍ୱାରା ଶ୍ୱାସ ପ୍ରଶ୍ୱାସକୁ ସଞ୍ଜତ କରିବା; ପ୍ରାଣାୟାମ —୪. Control and retention of breath by exercise; breath-exercise.