ଶ୍ୱେତକୀ
ଦେଖଣା
ଶ୍ୱେତକୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି— (ନାମ)
[ସମ୍ପାଦନା]ଜଣେ ପୌରାଣିକ ରାଜା — Name of a mythological king.
[ଦ୍ରଷ୍ଟବ୍ୟ — ଏ ଅତିଶୟ ଧର୍ମପରାୟଣ ଓ ଯାଜ୍ଞିକ ଥିଲେ ଏ ଏତେ ଅଧିକ ଯଜ୍ଞ କଲେ ଯେ, ଋତ୍ୱିକମାନେ ଏହାଙ୍କ ଯାଜନ କ୍ରିୟା ସମ୍ଫାଦନ କରିବାକୁ ଅସମର୍ଥ ହେବ ଏ ତପସ୍ୟା କରି ମହାଦେବଙ୍କୁ ତାହାଙ୍କର ଋତ୍ୱିକ୍ (ପୁରୋ— ହିତ) ହେବାକୁ ପ୍ରାର୍ଥନା କଲେ ମହାଦେବ ଦୁର୍ବାସାଙ୍କୁ ଏହାଙ୍କ ପୌରୋହିତ୍ୟରେ ନିଯୁକ୍ତ କଲେ କଥିତ ଅଛୢ ଯେ ଦୁର୍ବାସା ୧ ବର୍ଷରେ ଏହାଙ୍କ ଯଜ୍ଞ ସମାପନ କଲେ ଅଗ୍ନିଦେବ ଏହାଙ୍କ ଯଜ୍ଞରେ ଅତିରିକ୍ତ ଘୃତ ଖାଇ ରୁଗଣ୍ ହୋଇ ପଡ଼ିଲେ]