ଶ୍ୱେତଦ୍ୱୀପ ବୀଣା
ବ୍ରିଟନ୍ ଦେଶୀୟ କେତେକ କବିଙ୍କ ପଦ୍ୟାମାନଙ୍କର ଉତ୍କଳ ପଦ୍ୟାନୃବାଦ ସମ୍ୱଳିତ ପୁସ୍ତକର ନାମ—(ରାଏ ସାହେବ, ଅଜୟଚନ୍ଦ୍ର ଦାସଙ୍କ କୃତ) —Title of a book containing metrical translation of some English poems.