Jump to content

ଶ୍ୱେତପତ୍ର ରଥ

ଉଇକିଅଭିଧାନ‌ରୁ

ଶ୍ୱେତପତ୍ର ରଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଶ୍ୱେତପତ୍ର= ହଂସ+ଯୁକ୍ତ ହୋଇଥିବା ରଥ)

[ସମ୍ପାଦନା]

ହଂସଯୁକ୍ତ ବିମାନ — A car drawn by swans.

ବିଶେଷ୍ୟ - (ବହୁବ୍ରୀହି, ଶେତପତ୍ରଯୁକ୍ତ ଅଟେ ରଥ ଯାହାଙ୍କର)

[ସମ୍ପାଦନା]

ହଂସବାହନ; ବ୍ରହ୍ମା —The God Brahmā