Jump to content

ଶ୍ୱେତପୁଷ୍ପିକା

ଉଇକିଅଭିଧାନ‌ରୁ

ଶ୍ୱେତପୁଷ୍ପିକା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡweta pushpikā
  • ଆଇ.ପି.ଏ. — tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ tˈɔ pˈɔ hɾˈɔʃʃoˌukaɾ mˌudʰennoʃʃˈɔ hˈʌlˈʌntɔ pˈɔ hɾˌɔʃʃoˈikaɾ kˈɔ ˈakaɾ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]
୧. ମାଳବଦେଶ ପ୍ରସିଦ୍ଧି ଲତା ବିଶେଷ; ପୁତ୍ରଦାତ୍ରୀ ନାମକ ଲତା —୧. Name of a South Indian while flowered creeper.

[ଦ୍ରଷ୍ଟବ୍ୟ — ଏହା ବନ୍ଧ୍ୟାଦୋଷ ନିବାରକ, ସୁରଭି, କଟୁରସ, ଉଷ୍ଣବୀର୍ଯ୍ୟ, ବାତକଫନାଶକ]

୨. ମହା— ଶଣପୁଷ୍ପିକା; କାଙ୍ଗ ହରଡ଼;ଶ୍ୱେତ ହରଡ଼; ଶ୍ୱେତାଢ଼ତୀ — ୨. A species of pigeon pea; Cajanus Indicus.

[ଦ୍ରଷ୍ଟବ୍ୟ — ହରଡ଼ ଶ୍ୱେତ, ପୀତ ଓ ରକ୍ତଭେଦରେ ୩ ପ୍ରକାର ଏହା ବାତାଦି ଦୋଷବର୍ଦ୍ଧକ]