ଶ୍ୱେତମରିଚ
ଦେଖଣା
ଶ୍ୱେତମରିଚ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ୱେତମରିଚ
|
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. ଶୋଭାଞ୍ଜନ ବୀଜ; ଶଜନା ମଞ୍ଜି —୧. The seeds of Hyperathera Moringa.
[ଦ୍ରଷ୍ଟବ୍ୟ — ଏହା କଟୁରସ, ଉଷ୍କବୀର୍ଯ୍ୟ, ତୀକ୍ଷ୍ଣ, ଅବୃକ୍ଷ, ରସାୟନ ଏହା ଚକ୍ଷୁରୋଗ, ଭୁତାବେଶ, ବିଷଦୋଷ ଓ ଶିରୋରୋଗରେ ଉପକାରୀ]
- ୨. ଶୁକ୍ଳ ମରିଚ; ଧଳା ବା ପାଣ୍ଡୁର ରଙ୍ଗର ମରିଚ ବିଶେଷ — ୨. A brown species of black pepper.
- ୩. ଶ୍ୱେତ ଶିଗ୍ର (ଦେଖ) - —୩. Ṡweta ṡigru (See).