ଶ୍ୱେତମାଳ
ଦେଖଣା
ଶ୍ୱେତମାଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶ୍ୱେତ=ଶୁକ୍ଲ+ମାଳ; ବହୁବ୍ରୀହି)
[ସମ୍ପାଦନା]- ୧. ମେଘ —୧. Cloud.
- ୨. ଧୁମ —୨. Smoke
(ଦ୍ର—ମେଘ ଓ ଧୁଆଁ ଦୂରରୁ ଶ୍ୱେତମାଳାଯୁକ୍ତହେବା ପରି ପ୍ରତୀୟମାନ ହେଉ ଥିବାରୁ ଏହି ନାମ ହୋଇଅଛି ମନିଅର ବିଲିୟମ୍ସ ତାଙ୍କ ସଂସ୍କୃତ କୋଷରେ ଲେଖି ଅଛନ୍ତିଯେ ଏହି ଶବ୍ଦ ସମ୍ଭବତଃ ଖତମାଳ (ମେଘ) ଶବ୍ଦର ଆଶୁଦ୍ଧ ଆକାର ଅଟେ)