ଶ୍ୱେତା
ଦେଖଣା
ଶ୍ୱେତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି— (ଶ୍ୱେତା+ଆ)
[ସମ୍ପାଦନା]ଶ୍ୱେତର ସ୍ତ୍ରୀଲିଙ୍ଗ —The feminine of Ṡweta
ବିଶେଷ୍ୟ -
[ସମ୍ପାଦନା]- ୧. ଶ୍ୱେତ କଣ୍ଟକାରୀ (ଦେଖ) - —୧. Ṡweta kaṇṭakārī (See).
- ୨. ସ୍ଫୀଟୀ; ଫିଟିକିରି —୨. Alum.
- ୩. ଅତିବିଷା; ଆତୁଷୀ — ୩. Aconite.
- ୪. ଶ୍ୱେତ ଅପରାଜିତା (ଦେଖ) - — ୪. The White flowered clitoris creeper
- ୫. ଶ୍ୱେତ ବୃହତୀ (ଦେଖ) - —୫. Ṡweta bṛuhatī (see).
- ୬. ଶ୍ୱେତଦୁର୍ବା (ଦେଖ) - —୬.Ṡweta dūrbā (See)
- ୭. ପାଷାଣଭେଦୀ; ରୁକୁଣୀ ହାତ— ପୋଛା ଗୁଳ୍ମ —୭. Coleus Aromaticus.
- ୮. ବଂଶରୋଚନା —୮. Bamboo manna.