Jump to content

ଶ୍ୱେତାଙ୍ଗ

ଉଇକିଅଭିଧାନ‌ରୁ

ଶ୍ୱେତାଙ୍ଗ

ଉଚ୍ଚାରଣ

[ସମ୍ପାଦନା]
[ଶ୍ୱେତାଙ୍ଗୀ—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି, ଶ୍ୱେତ+ଅଙ୍ଗ ଯାହାର)

[ସମ୍ପାଦନା]

ଶୁକ୍ଲ ଶରୀର ବିଶିଷ୍ଟ —white bodied.

=== ସଂସ୍କୃତ - —(କର୍ମଧା)

୧. ଶୁକ୍ଳ ଶରୀର; ସାଧାଚମଡ଼ା — ୧. White skin.
୨. (ବହୁବ୍ରୀହି)ଶୁକ୍ଲ ଶରୀର ବିଶିଷ୍ଟ ବ୍ୟକ୍ତି —୨. A person having a white body.
୩. ଶ୍ୱେତ ଦ୍ୱୀପବାସୀ ସାହେବ; ଗେରା ଚମଡ଼ା ବାଲା ବ୍ୟକ୍ତି — ୩. Inhabitant of Great Britain
୪. ଇଉପରୋପୀୟ ବ୍ୟକ୍ତି —୪. An European.

[ଉ— ସର୍ବତ୍ର ଶ୍ୱେତାଙ୍ଗେ ବିହରନ୍ତି ରଙ୍ଗେ ରାଧାନାଥ କବିତା]