ଶ୍ୱେତାମ୍ଲି
ମହାରାଷ୍ଟ୍ର ଦେଶରେ ପୀଢ଼ୋଁଡ଼ୀ ଓ କର୍ଣ୍ଣାଟରେ ବିଲିୟ ହୁଲି ନାମରେ ପରିଚିତ ବୃକ୍ଷବିଶେଷ — Name of a kind of the tree in W and S India.
[ଦ୍ରଷ୍ଟବ୍ୟ — ଏହା ମଧୁର ରସ, ବଳକାରକ, ଶୁକ୍ରବର୍ଦ୍ଧକ ଓ ପିତ୍ତନାଶକ]