ଶ୍ୱେତା ନିଷ୍ପାବା
ଶ୍ୱେତବର୍ଣ୍ଣର ଶିମ୍ୱ ବିଶେଷ — A species of white bean.
[ଦ୍ରଷ୍ଟବ୍ୟ — ଏହା ଅଳ୍ପ କଷାୟଯୁକ୍ତ ମଧୁର ରସ, ଶୀତଳ ରିଚିକର , ପୃଷ୍ଟିଜନକ, ବଳକାରକ, ବାୟୁବର୍ଦ୍ଧକ ଓ ଅଧାନ (ପେଟ ଫମ୍ପା) କାରକ]