Jump to content

ଶ୍ୱେତୈରଣ୍ଡ

ଉଇକିଅଭିଧାନ‌ରୁ

ଶ୍ୱେତୈରଣ୍ଡ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Ṡwet&aline;i̱raṇḍa
  • ଆଇ.ପି.ଏ. — tˌaleboʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ tˈɔ ˈojkaɾ ɾˈɔ ɳˈɔ hˈʌlˈʌntɔ ɖˈɔ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧଳା ଗବ —The white variety of castor seed plant

[ଦ୍ରଷ୍ଟବ୍ୟ — ଏହା କଟୁ—ତିକ୍ତ—ମଧୁର ରସ, ଉଷ୍ଣବୀର୍ଯ୍ୟ, ମ. ଫାଡ଼ରେ ଏରଣ୍ଡୁ] ତୀକ୍ଷ୍ମ, ଗୁରପାକ, ସାରକ, ତ୍ରିଦୋଷନାଶକ, ଓ ଜ୍ୱର, କାଶ, ଶୋଥ, ଶୂଳ, ଉଦର ରୋଗ, ଉଦାବର୍ତ୍ତ, ଶ୍ୱାସ, ଆନାହ, ଗୁଳ୍ମ ପ୍ଲୀହା, ଆମଦୋଷ, ପ୍ରମେହ, ଉଷ୍ଣବାତ, ରକ୍ତଦୋଷ ,ମେଦୋଦୋଷ, ଅନ୍ନବୃଦ୍ଧି , କଟୀ ବେଦନା. ବସ୍ତି ବେଦନା, ଶିରୋବେଦନାର ଉପକାରକ ଏହାର ମୂଳ ପିତ୍ତ ପ୍ରକୋପକ, ଅଗ୍ନିବର୍ଦ୍ଧକ; ଶୁକ୍ର ଜନକ ଶୂଳ, ରୋଗରେ ବିଶେଷ ଉପକାରକ; ଏହାର ପତ୍ର ବୀଜାଦିର ଗୁଣ ସାଧାରଣ ଏରଣ୍ଡର ଗୁଣ ପରି]