Jump to content

ଶ୍ୱେତ କଣ୍ଟକାରୀ

ଉଇକିଅଭିଧାନ‌ରୁ

ଶ୍ୱେତ କଣ୍ଟକାରୀ

ଉଚ୍ଚାରଣ

[ସମ୍ପାଦନା]

ଶ୍ୱେତକଣ୍ଟକରିକା, ଶ୍ୱେତକଣ୍ଟାରିକାଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ କଣ୍ଟକରୀର ଫୁଲ ଧଳା; ଯେଉଁ ଭେଜୀ ବାଇଗଣର ଫୁଲ ଧଳା — The white-flowered species white-flowered species of Solanum Xanthyccarpum (plant)

(ଦ୍ର— ଏହା କଟୁତିକ୍ତରସ, ଉଷ୍ଣବୀର୍ଯ୍ୟ, ଲଘୁ, ରୂକ୍ଷ, ଅଗ୍ନିବର୍ଦ୍ଧକ, କଫ— ନାଶକ, ଗର୍ଭବାଧା ନିବାରକ; ଶ୍ୱାସ କାଶ, ଜ୍ୱର ପ୍ରୀନସ୍, ପାଶ୍ୱିଶୂଳ କୃମି ଓ ହୃଦ୍ରୋଗର ଉପଶମକାରକ ଓ ଗର୍ଭପ୍ରଦ; ଏହାର ଫଳ କଟୁ ବିପାକ, ଲଘୁ, ଅଗ୍ନିବର୍ଦ୍ଧକ, ଭେଦକ ପିତ୍ତପ୍ରକୋପକ, ଶୁକ୍ରସ୍ରାବକାରକ, ଫଳବାୟୁନାଶକ; ଜ୍ୱର କୃମି କଣ୍ଡୁ ଓ ମେଦ ରୋଗରେ ହିତକର; କଣ୍ଠକାରୀ ଫଳର ଗର୍ଭକାଚିତ୍ୱ ଗୁଣ ମଧ୍ୟ ଅଛି)