Jump to content

ଶ୍ୱେତ କରବୀର

ଉଇକିଅଭିଧାନ‌ରୁ

ଶ୍ୱେତ କରବୀର

ଉଚ୍ଚାରଣ

[ସମ୍ପାଦନା]

(ଶ୍ୱେତପୁଷ୍ପ—ଅନ୍ୟରୂପ)

(ଶ୍ୱେତକରବୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧଳା କରବୀ ଫୁଲର ଗଛ —The white flowered species of sweet scented oleander; Nerium; Nerium odorum.

ଦ୍ର— ଶ୍ୱେତ, ରକ୍ତ, ପାଟଳ, କୃଷ୍ଣ, ପୀତ ଭେଦରେ କରବୀର ୫ ପ୍ରକାର ଏହା କଟୁ—ତିକ୍ତ— କଷାୟରସ, ତୀକ୍ଷ୍ଣ ଉଷ୍ଣବୀର୍ଯ୍ୟ; ଏହା ବ୍ରଣର ଲଘୁତା ସମ୍ପାଦନ ଓ ନେତ୍ରକୋପ, କୁଷ୍ଠ, ବିଷ— ଦୋଷ, କଫ, ଅର୍ଶ, କୁମୀ ଓ କଣ୍ଡୁବିନାଶକ ଏଲା ଭକ୍ଷଣ କଲେ ଶରୀରରେ ବିଷ ପରି କ୍ରିୟା ଜନ୍ମାଏ]