ଶ୍ୱେତ କୁଶ
ଶୁକ୍ଲ ବା ପାଣ୍ଡୁର ବର୍ଣ୍ଣ କୁଶତୃଣ — The white variety of Kuṡa grass; Poa Cynossuroides.
[ଦ୍ରଷ୍ଟବ୍ୟ — ଏହାର ମୂଳ ମଧୁରରସ, ଶୀତଳ, ରୁଚିକର, ରକ୍ତପିତ୍ତରୋଗରେ ଉପକାରୀ; ଜ୍ୱର, ତୃଷ୍ଣା, ଶ୍ୱାସ ଓ କାମଳ ରୋଗରେ ହିତକର]