Jump to content

ଶ୍ୱେତ କେତୁ

ଉଇକିଅଭିଧାନ‌ରୁ

ଶ୍ୱେତ କେତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉଦ୍ଦାଳକ ମୁନିଙ୍କ ପୁତ୍ର; ଋଷିବିଶେଷ — ୧. Name of a sage.
୨. ବୈଦ୍ଧ ମତାବଲମ୍ୱୀ ବ୍ୟକ୍ତି —୨. A Buddhist.
୩. (ଜ୍ୟୋତିଷ) କେତୁଗ୍ରହ ବିଶେଷ —୩. (Asrtology) A kind of come

[ଦ୍ରଷ୍ଟବ୍ୟ — ଏ କେତୁର ପଶ୍ଚିମ ଦିଗରେ ଉଦୟ ହୁଏ ଓ ଏଥିର ଉଦୟ ହେଲେ ପୃଥୀବୀର ଦୁର୍ଭକ୍ଷ, ମାରୀଭୟ ବ୍ୟାପେ ===

୪. ବୁଦ୍ଧ (ବିଶ୍ୱ କୋଷ) —୪. The Buddha.