ଶ୍ୱେତ ଗଙ୍ଗା
ଦେଖଣା
ଶ୍ୱେତ ଗଙ୍ଗା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ତୀର୍ଥଚିନ୍ତାମଣି ଗ୍ରନ୍ଥ ଲଖିତ) ତୀର୍ଥବାପୀ— ବିଶେଷ —୧. Name of a sacred tank.
- ୨. ପୁରୁଷୋତ୍ତମର ତୀର୍ଥ ପୁଷ୍ପରିଣୀ ବିଶେଷ — ୨. Name of a sacred tank in puri.
[ଦ୍ରଷ୍ଟବ୍ୟ — ଏହାର ଜଳ ଅତ୍ୟନ୍ତ ଅପରିଷ୍କୃତ ଓ ଦୁର୍ଗନ୍ଧ ହୋଇ ଯାଇଥିଲା, ସମ୍ପ୍ରତି ପୁରୀ ମିଉନିସିପାଲିଟି ଓ ହିନ୍ଦୁସାଧାରଣଙ୍କ ବ୍ୟୟରେ ଏଥିର ପଙ୍କୋଦ୍ଧାର ହୋଇ ଏହା ପରିଷ୍କୃତ ହୋଇ ଅଛି]