Jump to content

ଶ୍ୱେତ ଘୋଷା

ଉଇକିଅଭିଧାନ‌ରୁ

ଶ୍ୱେତ ଘୋଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମହା କୋଶାତକୀ; ଘୋଷାତକୀ; ତରଡ଼ା, ଜହ୍ନୀଜାତୀୟ ବନ୍ୟ— ଲତାଫଳ ବିଶେଷ —A species of white Luffa.

[ଦ୍ରଷ୍ଟବ୍ୟ — ଏହା ତିକ୍ତରସ ବିଶିଷ୍ଟ, ବମନକାରକ, ସଞ୍ଚିତ କଫର ନିର୍ହରଣକାରକ; ଅର୍ଶ, ଗୁଳ୍ମ ଉଦର ରୋଗ, କାଶ, କଣ୍ଠରୋଗ, ବାୟୁ ଓ ଶ୍ଲେଷ୍ମଜନିତ ରୋଗରେ ଉପକାରୀ ଶୁକ୍ମ ଓ ପୀତଭେଦରେ ଏହା ଦୁଇ ପ୍ରକାର; ଏହା ମଧୁର ଓ ତିକ୍ତ ଭେଦରେ ମଧ୍ୟ ଦୁଇ ପ୍ରକାର ପୀତ ଘୋଷା= ଜହ୍ନୀ; ଶ୍ୱେତଘୋଷା= ତରଡା]